Webportal

ବିଷାକ୍ତ ଫଳ ଖାଇ ଛଅ ଶିଶୁ ଗୁରୁତର

0 311

ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ମୁଚୁରିଗାଡିଆ ଗ୍ରାମରେ ଅଭାବନୀୟ ଘଟଣା । ଗାଁ ଦାଣ୍ଡ ରେ ଖେଳୁଥିବା ବେଳେ ବିଷାକ୍ତ ଫଳ ଖାଇ ଛଅ ଶିଶୁ ଗୁରୁତର। ସମସ୍ତେ ପାଳଲହଡା ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି । ସେମାନଙ୍କ ବୟସ ପାଞ୍ଚ ବର୍ଷ ରୁ ସାତ ବର୍ଷ ମଧ୍ୟରେ ଥିବା ଜଣା ପଡିଛି ।

Leave A Reply

Your email address will not be published.