Webportal

ବିଦ୍ୟୁତ ଖୁଣ୍ଟରୁ ପଡି ଶ୍ରମିକ ମୃତ:କ୍ଷତିପୂରଣ ପ୍ରତିଶ୍ରୁତି ପରେ ଉଠିଲା ଶବ

0 549

ଅନୁଗୁଳ ଜିଲ୍ଲା ତାଳଚେର MCL ର ଲିଙ୍ଗରାଜ କୋଇଲା ଖଣିରେ ବିଦୂତ ଖୂଂଟୀରେ ଚଡି ଜଣେ ଠିକା ଶ୍ରମିକ ବିଦୂତ ସଜାଡ଼ିବା ସମୟରେ ଖୁଣ୍ଟି ଉପରୁ ତଳକୁ ପଡିଯାଇଥିଲେ। ଫଳରେ ସେ ଗୁରୁତର ହୋଇ ସ୍ଥାନୀୟ ମେଡିକାଲ ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତୁ ହୋଇଥିଲା ।ମୃତକ ହେଲେ ଠିକା କର୍ମଚାରୀ ଶ୍ରୀମୁଖ ପ୍ରଧାନ ।ସେ ଏକଡ଼ାଳ ଗାଁ ର ବୋଲି ଜଣାପଡିଛି । ତେବେ ଘଟଣା ସ୍ଥଳରେ ପରିବାର ଲୋକେ ପହଁଚି କ୍ଷତିପୂରଣ ପାୟୀ ଦାବି କରିଥିଲେ।MCL ପକ୍ଷରୁ ପରିବାର ର ଜଣକୁ ଠିକା ସଂସ୍ଥା ରେ ଚାକିରୀ ଓ ୨୯ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶୃତି ମିଳିବାପରେ ପରିବାର ଲୋକେ ମୃତୁଦେହକୁ ବ୍ୟବଚ୍ଛେଦ କରିବାପାଇଁ ନେଇଥିଲେ ।

Leave A Reply

Your email address will not be published.