Webportal

ବିଜେପୁର ପାଇଁ କଂଗ୍ରେସ ର ୯ ଜଣିଆ କମିଟି ଗଠନ

0 305

ବିଜେପୁର ପାଇଁ ଏକ ୯ ଜଣିଆ କମିଟି କଂଗ୍ରେସ ପକ୍ଷରୁ ଗଠନ କରାଯାଇଛି।ଏହି କମିଟି ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ଯାଇ ଦଳର ସ୍ଥିତି ଅନୁଧ୍ୟାନ କରିବା ସହ ତୃଣ ମୂଳ ସ୍ତରରେ ଲୋକଙ୍କୁ ଭେଟିବ।କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହାର ମୁଖ୍ୟ ଅଛନ୍ତି ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।ଏଥିନେଇ ପିସିସି କାର୍ଯ୍ୟାଳୟରେ ଏକ ମାନସ ମନ୍ଥନ ବୈଠକ ଅନୁଷ୍ଠିତ ହୋଇଥିଲା।ସଂଗଠନ କିପରି ମଜବୁତ ହେବ ସେ ସମ୍ପର୍କରେ ଏକ କମିଟି ରିପୋର୍ଟ ଆସନ୍ତା ମାସ ପ୍ରଥମ ସପ୍ତାହରେ ଦେବ।

Leave A Reply

Your email address will not be published.