Webportal

ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା

0 123

ଦୁଇଦିନ ପରେ ପୁଣି ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ଦୀର୍ଘ ଦୁଇବର୍ଷ ଧରି କୋରୋନା ପାଇଁ ବନ୍ଦ ଥିବା ଅମରନାଥ ଯାତ୍ରା ଜୁନ ୩୦ ରୁ ଆରମ୍ଭ ହୋଇଥିଲା। ବାଲତାଲ ଓ ପହଲଗାମ ଦୁଇଟି ରାସ୍ତା ଦେଇ ଯାତ୍ରା ଚାଲିଥିଲା। ହେଲେ ଶୁକ୍ରବାର ଦିନ ବାଦଲ ଫଟା ବର୍ଷା ଯୋଗୁଁ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଥିଲା ଓ ବହୁ ଶ୍ରଦ୍ଧାଳୁ କ୍ଷତିଗ୍ରସ୍ତ ହୋଇଥିଲେ। ଏହି ଦୁର୍ଘଟଣା ରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଜଣଙ୍କ ମୃତଦେହ ମିଳିଥିବା ବେଳେ ପାଖାପାଖି ୪୦ ଜଣ ନିଖୋଜ ଥିବା ଜଣା ପଡ଼ିଛି।

ତେବେ ଦୁଇଦିନ ପରେ ପରିସ୍ଥିତି ରେ ସାମାନ୍ୟ ସୁଧାର ଆସିବା ପାରେ ପହଲଗାମ୍ ର ନୁନୱାନ ବେଶ୍ କ୍ୟାମ୍ପ ରୁ ୨ହଜାର ରୁ ୩ହଜାର ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିଛି। ଏହାପରେ ପ୍ରଳୟ ର ୨ ଦିନ ପରେ ଅମରନାଥ ଯାତ୍ରା ଆରମ୍ଭ ହୋଇଛି।

ଆରମ୍ଭ ହେଲା ଅମରନାଥ ଯାତ୍ରା

ଦୁଇଦିନ ପାରେ ପୁଣି ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ଦୀର୍ଘ ଦୁଇବର୍ଷ ଧରି କୋରୋନା ପାଇଁ ବନ୍ଦ ଥିବା ଅମରନାଥ ଯାତ୍ରା ଜୁନ ୩୦ ରୁ ଆରମ୍ଭ ହୋଇଥିଲା। ବାଲତାଲ ଓ ପହଲଗାମ ଦୁଇଟି ରାସ୍ତା ଦେଇ ଯାତ୍ରା ଚାଲିଥିଲା। ହେଲେ ଶୁକ୍ରବାର ଦିନ ବାଦଲ ଫଟା ବର୍ଷା ଯୋଗୁଁ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଥିଲା ଓ ବହୁ ଶ୍ରଦ୍ଧାଳୁ କ୍ଷତିଗ୍ରସ୍ତ ହୋଇଥିଲେ। ଏହି ଦୁର୍ଘଟଣା ରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଜଣଙ୍କ ମୃତଦେହ ମିଳିଥିବା ବେଳେ ପାଖାପାଖି ୪୦ ଜଣ ନିଖୋଜ ଥିବା ଜଣା ପଡ଼ିଛି।

ତେବେ ଦୁଇଦିନ ପରେ ପରିସ୍ଥିତି ରେ ସାମାନ୍ୟ ସୁଧାର ଆସିବା ପାରେ ପହଲଗାମ୍ ର ନୁନୱାନ ବେଶ୍ କ୍ୟାମ୍ପ ରୁ ୨ହଜାର ରୁ ୩ହଜାର ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିଛି। ଏହାପରେ ପ୍ରଳୟ ର ୨ ଦିନ ପରେ ଅମରନାଥ ଯାତ୍ରା ଆରମ୍ଭ ହୋଇଛି।

Leave A Reply

Your email address will not be published.