Webportal

ପାକିସ୍ତାନ ର ଆବେଦନ ଜାତିସଂଘ ରେ ଖାରଜ

0 372

ଧାରା ୩୭୦ ପ୍ରତ୍ୟାହାର ପରେ ଜାତିସଂଘର ଦ୍ୱାରସ୍ଥ ହୋଇଥିଲା ପାକିସ୍ତାନ।କିନ୍ତୁ ଏହାକୁ ଜାତିସଂଘ ସିଧାସଳଖ ଖାରଜ କରିଦେଇଛି।ଧାରା ୩୭୦ ପ୍ରତ୍ୟାହାର ବିଷୟରେ ଦୁଇ ଦେଶ ନିଜ ଭିତରେ ଆଲୋଚନା କରିପାରନ୍ତି।ଏହା ଜାତିସଂଘ କୁ ଆଣିବାର କୌଣସି ଯଥାର୍ଥ ନାହିଁ।ଏଥିରୁ ଭାରତର ବିଜୟକୁ ବିଶ୍ୱ ସ୍ତରରେ ସ୍ବୀକୃତି ମିଳୁଥିବା ଅନୁଭବ କରାଯାଏ।

Leave A Reply

Your email address will not be published.