Webportal

ନରହନ୍ତା ହାତୀକୁ ଧରିବା ପାଇଁ ଆରମ୍ଭ ହେଲା ଅପରେସନ

0 256

ଆରମ୍ଭ ହେଲା ଅନୁଗୁଳ ଜିଲ୍ଲାର ତାଳଚେରରେ ନରହନ୍ତା ଦନ୍ତା କୁ ଧରିବା ପାଇଁ ରେସକ୍ୟୁ ଅପରେସନ। ନନ୍ଦନକାନନ ଓ ସାତକୋଶିଆ ରୁ ଆସିଥିବା ଦୁଇଟି ଟ୍ରାଙ୍କୁଳାଇଜର ଟିମ ଏହି ଅପରେସନ ଆରମ୍ଭ କରିଛନ୍ତି। ହାତୀ ତାଳଚେର ଡେରା ନିକଟସ୍ଥ ହେଁସମୂଳ ସାହିରେ ଅଛି ଯିଏ ଗତ ପ୍ରାୟ ଏକ ମାସ ହେବ ତାଳଚେର ଅଞ୍ଚଳରେ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଛି। ବନ ବିଭାଗ ଦନ୍ତାକୁ କାବୁ କରି ଢେଙ୍କାନାଳ ଜିଲ୍ଲା କପିଳାସ ଜୁ ରେ ଛାଡିବାର ଯୋଜନା କରୁଛି।

Leave A Reply

Your email address will not be published.