Webportal

ଦୁର୍ଘଟଣା

0 144

ମୟୂରଭଞ୍ଜ ଜିଲ୍ଲାର ବୈଶିଗା ଥାନା ଅନ୍ତର୍ଗତ କ୍ଷୀରପଦା ଛକ ନିକଟରେ ସଡ଼କ ଦୁର୍ଘଟଣା। ଘଟଣା ସ୍ଥଳରେ ଦୁଇ ମୃତ ସାତ ଆହତ। ଆହତମାନଙ୍କୁ ବାଲେଶ୍ବର ଡ଼ାକ୍ତରଖାନାରେ ଭର୍ତି। ମୃତକମାନେ ହେଲେ ମହୁଲ ପାଟଣା ଗ୍ରାମର ରାମଚନ୍ଦ୍ର ଦାସ ଏବଂ ଗାଡ଼ିର ଡ୍ରାଇଭର ରୁପ୍ସା ଅଂଚଳ ର ବିଜୟ ଜେନା। ବିବାହ ପାଇଁ ଲଗ୍ନ ଧରିବାକୁ ଯାଉଥିବା ସମୟରେ ରାସ୍ତାପଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସହିତ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସାତଜଣ ଆହତ ହୋଇଥିଲେ।ବୈଶିଗା ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.