Webportal

ଦୁର୍ଘଟଣାରେ ଖବରକାଗଜ ବିକ୍ରେତା ମୃତ

0 278

ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳରେ ଆଜି ସକାଳେ ଟ୍ରକ ଧକ୍କା ରେ ଜଣେ ଖବରକାଗଜ ବିକ୍ରେତା ଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ହେଲେ ସ୍ଥାନୀୟ ପୁରୁଣା ଗୌଡ଼ସାହି ର ବସନ୍ତ ମହାକୁଡ ଯିଏ ୪୯ ନଂ ଜାତୀୟ ରାଜପଥର ଏକ ଗ୍ରାମ ନିକଟରେ ଖବରକାଗଜ ବାଣ୍ଟିବା ପାଇଁ ଯାଉଥିବାବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ପାଲଲହଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.