Webportal

ଟ୍ରେନ ରୁ ମୃତ ଦେହ ଉଦ୍ଧାର

0 187

ରାଉରକେଲା ରେଳ ଷ୍ଟେସନରେ ଟାଟା ପାସେଞ୍ଜର ଟ୍ରେନରୁ ଏକ ରକ୍ତାକ୍ତ ମୃତଦେହ ପୋଲିସ ଦ୍ୱାରା ଉଦ୍ଧାର ହୋଇଥବା ବେଳେ ମୃତକର ପରିଚୟ ମିଳି ପାରିନାହିଁ ।ଏ ସମ୍ପର୍କରେ ଯାତ୍ରୀଙ୍କ ଠାରୁ ସୂଚନା ପାଇ ରେଳ ପ୍ରଶାସନ କପଡାରେ ବନ୍ଧା ହୋଇଥିବା ରକ୍ତାକ୍ତ ମୃତଦେହକୁ ପୋଲିସ ସାହାଯ୍ୟରେ ଉଦ୍ଧାର କରିଥିଲା ।କେହି ହତ୍ୟା କରି ମୃତ ଦେହ ରେଳ ରେ ରଖି ଦେଇଥିବା ସନ୍ଦେହ କରାଯାଉଥିବା ବେଳେ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବାର ଆଶା କରାଯାଇପାରେ।

Leave A Reply

Your email address will not be published.