Webportal

ଟାଟା ଷ୍ଟିଲ ନିକଟରେ ଗୁଳିକାଣ୍ଡ

0 200

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କଣ୍ଟାବଣିଆ ଥାନା ଅନ୍ତର୍ଗତ ମେରାମଣ୍ଡଳୀର ତାଳବାହଳସ୍ଥିତ ଟାଟାଷ୍ଟିଲ ପାଚେରୀକଡରେ ଗୁଳିକାଣ୍ଡ । ଜଣେ ଗୁରୁତର । କାରଣ ଅସ୍ପଷ୍ଟ ।ଗୁରତର ଜଣଙ୍କ ବିହାର ଅଂଚଳର ରବି ସିଂ ବୋଲି ଜଣାପଡିଛି ।ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଟାଟା ଷ୍ଟିଲ ପ୍ଲାଣ୍ଟ ଗେଟର ମୁଖ୍ୟ ଫାଟକରୁ ବାହାରି ରାସ୍ତାରେ ଚାଲିକି ଗଲା ବେଳେ ଗୁଳିମାଡ଼। କାରଣ ଅସ୍ପଷ୍ଟ।ଗୁରୁତର ଅନୁଗୋଳ ମୂଖ୍ୟଡାକ୍ତରଖାନାରେ ଭର୍ତ୍ତି ।
ଗୁରତର ଙ୍କ ମଥା ରେ ବାଜିଛି ଗୁଳି ।ପ୍ଲାଣ୍ଟ ର CRM ରେ ଡିପାର୍ଟ ମେଣ୍ଟ କାମ କରୁଥିଲେ ରବି କୁମାର। ରବି ଙ୍କ ଘର ବିହାର ନାଳନ୍ଦା ଜିଲା ଚଣ୍ଡିମାଉ ଅଂଚଳରେ।

Leave A Reply

Your email address will not be published.