Webportal

ଜୁଲାଇ ପହିଲାରୁ ଖୋଲିବ ଅଭିଯୋଗ ପ୍ରକୋଷ୍ଠ

0 165

ସାଧାରଣ ଲୋକ ମାନଙ୍କ ପାଇଁ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀ, ସବୁ ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବ ଆଦିଙ୍କ କାର୍ଯ୍ୟାଳୟ ର ଅଭିଯୋଗ ପ୍ରକୋଷ୍ଠରେ ନିଜ ନିଜର ସମସ୍ୟା ସମ୍ପର୍କରେ ଅଭିଯୋଗ କରିବାର ବ୍ୟବସ୍ଥା ରହିଛି ଯାହା ଗ୍ରୀଷ୍ମ ପ୍ରବାହ ଯୋଗୁଁ ବନ୍ଦ ରହିଛି। ଏବେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବା ପରେ ଜୁଲାଇ ମାସ ଏକ ତାରିଖରୁ ପୂର୍ବ ପରି ପ୍ରତି ସୋମବାର ଏହିସବୁ ଅଭିଯୋଗ ପ୍ରକୋଷ୍ଠ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ।

Leave A Reply

Your email address will not be published.