Webportal

ଖୋଲା ଲେବଲ କ୍ରସିଂ ରେ ଗେଟ ଲଗାଇବାକୁ ଚିଠି ଲେଖିଲା ରେଳବାଇ ବୋର୍ଡ

0 284

ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ଥିବା ମୁକ୍ତ ଲେଭଲ କ୍ରସିଂରେ ଗେଟ କରିବା ପାଇଁ ରେଳବାଇ ବୋର୍ଡ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛି।ଗେଟ ନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଛି ଏବଂ ଧନ ଜୀବନ ନଷ୍ଟ ହେଉଛି।ଏହି ଚିଠି ଆମର ହସ୍ତଗତ ହୋଇଛି ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି।ରାଜ୍ୟ ସରକାର ଏହି ଗେଟ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି।ରାଜ୍ୟର ୯୦ଟି ସ୍ଥାନରେ ଥିବା ଲେଭଲ କ୍ରସିଂରେ ଗେଟ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.