Webportal

କୋଲ ଇଣ୍ଡିଆ ଚେୟାରମ୍ୟାନଙ୍କ ତାଳଚେର ଗସ୍ତ

0 212

ତାଳଚେର ର ଭୁବନେଶ୍ୱରୀ ଏବଂ ଲିଙ୍ଗରାଜ କୋଇଲାଖଣି ବୁଲି ଦେଖିଲେ କୋଲ ଇଣ୍ଡିଆ ର ଚେୟାରମ୍ୟାନ।ଆଜି କୋଲ ଇଣ୍ଡିଆ ଚେୟାରମ୍ୟାନ ପ୍ରମୋଦ ଅଗ୍ରୱାଲ ତାଳଚେର ଗସ୍ତରେ ଆସି ତାଳଚେରର ଲିଙ୍ଗରାଜ ଏବଂ ଭୁବନେଶ୍ୱରୀ କୋଇଲାଖଣି ବୁଲି ଦେଖିଥିଲେ। ଭୁବନେଶ୍ଵରୀ କୋଇଲାଖଣି ରେ ସାଇଲୋ ମାଧ୍ୟମରେ କୋଇଲା ପରିବହନ କିପରି ହେବ ସେ ବିଷୟରେ ବିଭିନ୍ନ କ୍ଷେତ୍ରର ଜି.ଏମ ଙ୍କ ସହ ଆଲୋଚନା କରିଛନ୍ତି। ଏହା ସହିତ ତାଳଚେର ମେଡିକାଲ କଲେଜ କିଭଳି କାର୍ଯ୍ୟକ୍ଷମ ହେବ ତାହା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ସବୁଠାରୁ ବଡ଼ କଥା ଟ୍ରକ ଯୋଗେ କୋଇଲା ପରିବହନ କିପରି ହେବ ତାହା ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି।

Leave A Reply

Your email address will not be published.