Webportal

କୋବ୍ରା ଉଦ୍ଧାର

0 239

ଅନୁଗୁୁଳ ଜିଲ୍ଲା ପୋକତୁଙ୍ଗା ଗ୍ରାମର ନିହାରିକା ମହାପାତ୍ର ଜଣେ ସର୍ପ ଧରାଳି ଭାବେ ପରିଚିତ । ଅାଜି ଏକ ୪’ଲମ୍ବର କୋବ୍ରା ସାପକୁ ଗ୍ରାମର ଜଣଙ୍କ ଘରୁ ଉଦ୍ଧାର କରିଛନ୍ତି। ତାଙ୍କର ଏହି ଦୁଃସାହାସିକ କାର୍ଯ୍ୟ ପାଇଁ ଗ୍ରାମରେ ସମସ୍ତେ ଧନ୍ୟବାଦ୍ ଜଣାଇଛନ୍ତି।ନିହାରିକା ପୂର୍ବରୁ ୫୦ରୁ ଉର୍ଦ୍ଧ୍ବ ସାପକୁ ଉଦ୍ଧାର କରି ଜିଲ୍ଲାରେ ବହୁତ ମାନ ସମ୍ମାନ ଅର୍ଜନ କରିଛନ୍ତି।

Leave A Reply

Your email address will not be published.