Webportal

ଏଲଏଓସି ରେ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଆମେରିକାର ପାକିସ୍ତାନକୁ ଚେତାବନୀ

0 334

ଜାମ୍ମୁ କାଶ୍ମୀର ରୁ ୩୭୦ ଧାରା ହଟାଇବାର ପ୍ରଭାବ ଦେଖିବାକୁ ମିଲିଲାଣି।ଆମେରିକା ସରକାର ପାକିସ୍ତାନ କୁ ଫୁଣି ଥରେ ଚେତାବନୀ ଦେଇ କହିଛି ଯେ ପାକିସ୍ତାନ ନିୟନ୍ତ୍ରଣ ରେଖା ଠାରେ ଅନୁପ୍ରବେଶକାରୀଙ୍କୁ ସହାୟତା କରିବା ପରିବର୍ତ୍ତେ ଆତଙ୍କବାଦୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।ମିଡ଼ିଆ ରିପୋର୍ଟ ଅନୁସାରେ ଧାରା ୩୭୦ ହଟିବା ପରେ ଆମେରିକୀୟ ହାଉସ ଫରେନ ଏଫେୟାର୍ସ କମିଟି ଓ ସିନେଟ ଫର ଫରେନ ରିଲେସନ୍ସ କମିଟି ଏକ ମିଳିତ ବକ୍ତବ୍ୟରେ ଏହା କହିଛି।

Leave A Reply

Your email address will not be published.