Webportal

ଏବେ ସ୍ଥିତି ରାଷ୍ଟ୍ରୀୟ ଆପାତକାଳୀନ:ତୁତୁ ମେମେ ଓ ନିର୍ବାଚନ ଚିନ୍ତା ଛାଡି ସବୁ ଦଳଙ୍କୁ ଦେଶହିତରେ କାମ କରିବାର ଆବଶ୍ୟକତା ରହିଛି

0 246

ସ୍ୱାଭାବିକ ଭାବରେ ସୁପ୍ରିମକୋର୍ଟ ମହାମାରୀ ର ବର୍ତ୍ତମାନ ଅବସ୍ଥାକୁ ଜାତୀୟ ଆପାତକାଳୀନ ସ୍ଥିତି ବୋଲି କହିଛନ୍ତି।ଏହି ପରିସ୍ଥିତି ରେ ଲୋକଙ୍କ ସେବା ପାଇଁ ଗଠନ ହେଇଥିବା ସମସ୍ତ ରାଜନୈତିକ ଦଳ ମାନଙ୍କୁ ଏକମନରେ ଦେଶହୀତରେ ବର୍ତ୍ତମାନର ସଂକଟଦୂର କରିବା ପାଇଁ ତୁରନ୍ତ ଯୋଜନା ପ୍ରସ୍ତୁତ କରିବା ସହିତ ନିଜର ସମସ୍ତ କାର୍ଯ୍ୟକର୍ତା ମାନଙ୍କୁ କୋଭିଡ ରୋଗୀଙ୍କ ସାହାଯ୍ୟ ପାଇଁ ଦିନରାତି ହସ୍ପିଟାଲ ଗୁଡ଼ିକରେ ମୁତୟନ କରିବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.