Webportal

ଏନଟିପିସି ଦ୍ୱାରା ଫାଟକ ଖୋଲରଖି ରେଳ ଚଳାଚଳ

0 292

ଅନୁଗୁଳ ଜିଲ୍ଲା ର ତାଳଚେର ରୁ ରେଙ୍ଗାଳି ଅଭିମୁଖେ ଯାଇଥିବା ୫୩ ନମ୍ୱର ରାଜପଥ ଏନଟିପିସି ନିକଟ ଆମ୍ବପାଳ ରେଳ ଫାଟକ ବନ୍ଦ ନ ହୋଇ ଟ୍ରେନ ଯାତାୟତ କରୁଥିବା ଦେଖାଯାଏ ଯାହାକି ସେପଟେ ଯାତାୟାତ କରୁଥିବାଙ୍କ ପାଇଁ ସର୍ବଦା ଅଘଟଣ ହେବାର ଆଶଙ୍କା ସୃଷ୍ଟି କରୁଛି। ଏହି ରାଜପଥ ରେ ସହ ସହ ସଂଖ୍ୟା ରେ ଗାଡି ଚଳାଚଳ କରୁଛି। ଅନେକ ଥର ଏହି ସ୍ଥାନରେ ଦୁର୍ଘଟଣା ଘଟିଥିଲେ ମଧ୍ୟ ଏନଟିପିସି କର୍ତ୍ତୃପକ୍ଷ ଅବହେଳା କରୁଥିବା ଅଭିଯୋଗ ହେଉଛି। ଏହି ଟ୍ରେନ ଲାଇନ ମାଧ୍ୟମରେ ଏନଟିପିସି କୁ କୋଇଲା ଆସିଥାଏ।

Leave A Reply

Your email address will not be published.