Webportal

ଅପହରଣ ଅଭିଯୋଗ

ତଦନ୍ତ ପରେ ସତ୍ୟତା ଜଣାପଡିବ

0 202

ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଅପହରଣ କରି ପ୍ରତିବଦଳରେ ଫୋନ କରି ଟଙ୍କା ମାଗିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି ଅନୁଗୁଳ ଜିଲ୍ଲା ସମଲ ଥାନାରେ। ଅଭିଯୋଗ କାରିଣୀ ହେଲେ ଛାତ୍ରୀଙ୍କ ମା ଯେ କି ଦୁଇ ଜଣ ସନ୍ଦିଘ୍ଧ ଅପହରଣ କର୍ତାଙ୍କ ନାମ ମଧ୍ୟ ତାଙ୍କ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି।ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଥମେ ସମଲ ଥାନା ଏବଂ ପରେ ତାଳଚେର ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନିକଟରେ ନାବାଳିକା ଛାତ୍ରୀଙ୍କ ମା ଲିଖିତ ଅଭିଯୋଗ କରିଛନ୍ତି।ପୋଲିସର ତଦନ୍ତ ଓ ଛାତ୍ରୀର ଉଦ୍ଧାର ପରେ ପୁରା ଘଟଣା ପରିଷ୍କାର ହୋଇଯିବ।

Leave A Reply

Your email address will not be published.