Webportal

ହାତୀ ଆକ୍ରମଣରେ ଜଣେ ମୃତ

0 218

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଶଙ୍ଖପୁର ଗ୍ରାମର ଡିହ ପଦା ସାହି ଠାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ ମୃତ୍ୟୁ ଘଟିଛି । ମୃତକ ଜଣ ଙ୍କ ହେଲେ ଶଙ୍ଖପୁର ଗ୍ରାମର ଇଛା ଦେହୁରୀ (୭୦)। ସୂଚନା ଯେ, ଆଜି ସକାଳୁ ଇଛା ଘରୁ ବାହାରି ଶୌଚ ପାଇଁ ଯିବା ବେଳେ ହାତୀ ଆକ୍ରମଣ କରିଥିଲା। ଇଛା ଙ୍କ ଚିତ୍କାର ଶୁଣି ଘର ଲୋକ ଗାଁ ଲୋକ ଆସି ହାତୀ କୁ ଘୋଉଡାଇବା ପରେ ଇଛା ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.