Webportal

ହାତୀ ଆକ୍ରମଣରେ ଗୁରୁତର

0 202

ଅନୁଗୁଳ ଜିଲ୍ଲା ବନ୍ତଳା ପୋକତୁଙ୍ଗା ମନ୍ଦିର ନିକଟରେ ହାତୀ ଆକ୍ରମଣରେ ଆମ୍ଭ ଗ୍ରାମର ଜଣେ ଗୁରୁତର ହୋଇଛନ୍ତି।ସେ ହେଉଛନ୍ତି ଷଣ୍ଢ ଛକର ରାଖେଲ ପ୍ରଧାନ।
ଆଜି ସକାଳେ ମନ୍ଦିର ରାସ୍ତା ରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ହାତୀ ଆକ୍ରମଣ କରିଥିଲା।ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମେଡିକାଲ ରେ ଭର୍ତ୍ତି କରିଛନ୍ତି।

Leave A Reply

Your email address will not be published.