Webportal

ସାବଧାନ ରୁହନ୍ତୁ:ଅନୁଗୁଳ ଜିଲ୍ଲାରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା

0 332

ଆଜି ଅନୁଗୁଳ ଜିଲ୍ଲାରୁ ୪ କରୋନା ପଜିଟିଭ ଚିହ୍ନଟ ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଲା ୪୩୧ ରେ।ଅନୁଗୁଳ ପୋୖରାଞ୍ଚଳରୁ ଦୁଇଜଣ ଏବଂ ବନରପାଳ ଓ ଆଠମଲ୍ଲିକ ବ୍ଲକରୁ ଜଣେ ଲେଖାଏଁ ହୋମ କ୍ୱାରେଣ୍ଟଟାଇନରେ ଥିବା ଅବସ୍ଥାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।ସମସ୍ତ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ଇତି ମଧ୍ୟରେ ଜିଲ୍ଲାରୁ ୧୧ ଆକ୍ରାନ୍ତ ସୁସ୍ଥ ହେବାସହ ସୁସ୍ଥଙ୍କ ସଂଖ୍ୟା ୩୩୦ ରେ ପହଂଚିଲା।ଏ ସମସ୍ତ ସୂଚନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସେଠି ପ୍ରଦାନ କରିଛନ୍ତି।

Leave A Reply

Your email address will not be published.