Webportal

ସନ୍ଦିଘ୍ଧ ଅବସ୍ଥାରେ ମୃତ ଦେହ ଉଦ୍ଧାର

0 174

ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ ଅନ୍ତର୍ଗତ ଛେଳିଆ ଗ୍ରାମରେ ଯୁବକଙ୍କର ମୃତ ଦେହ ଉଦ୍ଧାର ।ମୃତକ ହେଲେ ସେହି ଗ୍ରାମର ଗୋକୁଳ ସେଠି (୪୪) ।ଆଜି ଦିନ ପ୍ରାୟ ୩.୩୦ ରେ ଲୋକମାନେ ମୃତ ଦେହ ପାଣିରେ ଭାସୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ । ଗୋକୁଳ କୁ କେହି ହତ୍ୟା କରିଥିବାର ସଂଦେହ କରାଯାଉଛି ।ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.