Webportal

ରାଜନୈତିକ ଉଦ୍ଧେଶ୍ୟରେ ଲୋକେ ପୋଲିସ ସାମ୍ନାରେ ଖୁଲମଖୁଲା ବୁଲୁଥିଲା ବେଳେ ମାସ୍କ ନ ପିନ୍ଧିବା ପାଇଁ ଟ୍ରାଫିକ କର୍ମଚାରୀଙ୍କୁ ଫାଇନ କରି ଏସ୍ପି ଲୋକଙ୍କୁ ଜଣାଇଲେ

0 268

ଯେତେବେଳେ କୌଣସି ବି ରାଜନୈତିକ ଦଳର ଏକଦମ ଛୋଟରୁ ବଡ କାର୍ଯ୍ୟକର୍ତା ଓ ସମର୍ଥକ ଖୁଲମଖୁଲା ବିନା ମାସ୍କ ଓ ସାମାଜିକ ଦୁରତ୍ୱରେ ରାଜ୍ୟ ପୋଲିସର ନାକ ଓ ଆଖି ତଳେ ବୁଲୁଛନ୍ତି।ପୋଲିସ ବି ନିରୁପାୟ ହୋଇ ସେସବୁ ଅଣଦେଖା କରୁଛି।ଏହି ସମୟରେ ଆଜି ପୁରୀ ଏସ୍ପି ଟ୍ୱିଟ କରି ତାଙ୍କର ଜଣେ ଟ୍ରାଫିକ କର୍ମଚାରୀଙ୍କୁ ମାସ୍କ ନ ପିନ୍ଧିବା ପାଇଁ ୨୦୦୦ ଟଙ୍କା ଫାଇନ କରିଥିବା କଥା ସାର୍ବଜନୀନ କରିଛନ୍ତି।  ଏହା ଏକ ଉତ୍ତମ ସନ୍ଦେଶ ହେଲେ ମଧ୍ୟ ରାଜନୈତିକ ଦଳ ମାନଙ୍କର ଉପରୋକ୍ତ ଆଚରଣ ପ୍ରଦର୍ଶନ ପାଇଁ ଏହାକୁ ସାଧାରଣ ଲୋକ ଗୁରୁତର ସହ ନେବାରେ ସନ୍ଦେହ ସୃଷ୍ଟି କରିଛି।

Leave A Reply

Your email address will not be published.