Webportal

ମୋବାଇଲ ଚାର୍ଜ କରିବା ହେଲା କାଳ

0 251

ଭଦ୍ରକ ତିହିଡି ଥାନା ଅର୍ନ୍ତଗତ ହଳଧରବିନ୍ଧା ଗ୍ରାମରେ ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ।ଉକ୍ତ ଗ୍ରାମର ଗଙ୍ଗାଧର ସାମଲଙ୍କ ପୁଅ ଅଶୋକ ସାମଲ।ଘରେ ମୋବାଇଲ ଚାର୍ଜ କରିବାକୁ ପ୍ଲଗ ଇନ କଲାବେଳେ ଏଭଳି ଅଘଟଣ ଘଟିଛି।ପରିବାର ଲୋକେ ପ୍ରଥମେ ତିହିଡି ପରେ ଭଦ୍ରକ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଡାକ୍ତର ମୃତ୍ୟୁଘୋଷଣା କରିଛନ୍ତି।ଏହି ମୃତ୍ୟୁରେ ସ୍ଥାନିୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.