Webportal

ମୃତ ନବଜାତ ଉଦ୍ଧାର

0 301

ଅନୁଗୁୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ତେନ୍ତୁଳିପଥର ଗ୍ରାମ ନାଳରୁ କାଲି ଠାକୁରଗଡ ପୋଲିସ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରିଛି। ନାଳରେ ଶିଶୁଟିର ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଆଇଆଇସି ଗବାକ୍ଷ ନାୟକ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। କେହି ଯୁବତୀ ଶିଶୁପୁତ୍ରକୁ ଜନ୍ମଦେବା ପରେ ସେଠାରେ ଫିଙ୍ଗି ଦେଇଥିବା ପୋଲିସ ଅନୁମାନ କରୁଛି

Leave A Reply

Your email address will not be published.