ମହିଳା ମାନଙ୍କ ଦ୍ୱାରା ଆଇନ ହାତକୁ ନେବାର ଭିଡ଼ିଓ ଭାଇରଲ Latest News By MEDIA INDIA News On Aug 7, 2019 0 444 Share ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ।ଅନୁଗୁଳ ଜିଲ୍ଲା ତାଳଚେର ଥାନା ବରପାଲି ଗ୍ରାମରେ ମାଣ ଚୋରି ଅଭିଯୋଗ କୁ ନେଇ ଏକ ମହିଳା ସଙ୍ଘର ସଦସ୍ୟା ମାନେ ଜଣେ ଯୁବକକୁ ଦଉଡି ରେ ବାନ୍ଧି ଗାଁ ଦାଣ୍ଡରେ ଦଣ୍ଡ ଦେଇଛନ୍ତି। 0 444 Share FacebookTwitterGoogle+ReddItWhatsAppPinterestEmail