Webportal

ମଖନା ହାତୀ ମୃତ

0 515

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ଛେଣ୍ଡିପଦା ଗୋଡିମରା ଜଙ୍ଗଲରେ ଏକ ମଖନା ହାତୀର ସଦେହ ଜନକ ଭାବେ ମୃତ୍ୟୁ ହୋଈଛି ।ଗତ ରାତିରେ ଏହି ମଖନା ହାତୀଟି ବ୍ରାହ୍ମଣବିଲ ଗ୍ରାମର କାଜୁ ବଗିଚାରେ କାଜୁ ଖାଇବାପରେ କେଉଁ ଆଡେ ଚାଲି ଯାଇଥିଲା । ହାତୀସ୍କ୍ୱାର୍ଡ ମଖନା ହାତୀକୁ ଖୋଜିଖୋଜି ସକାଳେ ଗୋଡିମରା ଜଙ୍ଗଲରେ ତାର ମୃତଦେହ ପାଇଛନ୍ତି । ବନ ବିଭାଗ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.