Webportal

ବାଣ ଫୁଟାଇ ଆହତ

0 356

ବାହାଘର ବାଣ ଫୁଟାଇ ନାବାଳକ ଆହତ ।
ଘଟିଲା ଅଘଟଣ । ଅନୁଗୁଳ ବ୍ଲକ ଆଙ୍କୁଲା ଗ୍ରାମର କୁମୁଦ ଜେନାଙ୍କ ପୁଅ ଶିବରାମ ଜେନା(୧୩ବର୍ଷ) ଏକ ବାହାଘରର ଅଫୁଟା ବାଣକୁ ସାଙ୍ଗମାନଙ୍କ ସହ ମିଶି ସଂଗ୍ରହ କରି ଫୁଟାଇବା ସମୟରେ ବାଣ ଗୁଡିକ ହଠାତ୍ ଶିବରାମ ଧରିଥିବା ହାତରେ ଫୁଟିଯାଇଥିଲା। ଫଳରେ ଦୁଇ ହାତର ପାପୁଲି ଗୁରୁତର ଭାବରେ ଆଘାତ ହୋଇଥିଲା ।ଘଟଣା ସ୍ଥଳରୁ ନାବାଳକୁ ଉଦ୍ଧାର କରି ଅନୁଗୋଳ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏବେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.