Webportal

ବସ ଦୂର୍ଘଟଣା ଯାତ୍ରୀ ସୁରକ୍ଷିତ

0 496

ଅନୁଗୁଳ ଜିଲ୍ଲାର କାଣ୍ଡସର ଠାରେ ଚକାଡୋଳା ବସ ଦୁର୍ଘଟଣା ଗ୍ରସ୍ତ.. ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ
ବଅଁରପାଳ ବ୍ଲକ କାଣ୍ଡସର ସ୍କୁଲ ସାହି ଠାରେ ଚକାଡୋଳା ବସ ଦୁର୍ଘଟଣା ଗ୍ରସ୍ତ। ଅଳ୍ପକେ ସମସ୍ତ ଯାତ୍ରୀ ସୁରକ୍ଷିତ ବୋଲି ସୂଚନା ମିଳିଛି। ଅନୁଗୁଳ  ଅଭିମୁଖେ ଥିବା  ବସ   ଓଭରଟେକ କରିବା ସମୟରେ ଇଲେକ୍ଟ୍ରିକ ପୋଲ ରେ ଧକ୍କା ହୋଇଥିଲା। ଫଳରେ ଦୁଇଟି ଇଲେକ୍ଟ୍ରିକ ପୋଲ ଭାଙ୍ଗି ଯାଇଥିଲେ ମଧ୍ୟ କାହାର କିଛି କ୍ଷତି ହୋଇନାହିଁ। ସୂଚନା ପାଇ ଘଟଣା ସ୍ଥଳରେ ନାଲକୋ ପୋଲିସ ପହଞ୍ଚି ବସ କୁ ସାଇଡ କରିଥିଲେ।

Leave A Reply

Your email address will not be published.