Webportal

ବନ୍ଦଘରୁ ମୃତଦେହ ଉଦ୍ଧାର

0 576

ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଗ୍ରାମରେ ଘଟିଛି ଦୁର୍ଭାଗ୍ୟଜନକ ଘଟଣା। ଆଜି ସକାଳୁ ଘର ଲୋକେ ଉଠି ଝାଡୁ ମାରୁଥିବା ବେଳେ ଘର ଭିତରୁ ଗନ୍ଧ ଆସୁଥିବାରୁ ପୋଲିସକୁ ଖବର ଦେଇଥିଲେ। ପୋଲିସ ଉପସ୍ଥିତରେ କବାଟକୁ ଭାଙ୍ଗି ଦେଖାଗଲା ବୁଟୁ ବେହେରା (୩୫) ମୁହଁମାଡି ପଡିଛି ଓ ତାର ହାତ ଫୁଲି ଯାଇ ମୁହଁ ଫାଟି ପଡିଛି। ସେ କିଛିଦିନ ତଳେ ଗଣ୍ଡଗୋଳ କରି ଜେଲଯାଇ ଫେରିଥିଲା ଓ ଘରଲୋକଙ୍କ ଅନୁଯାୟୀ ମାନସିକ ଭାରସାମ୍ୟ ହରାଇ ବସିଥିଲା। ପୋଲିସ ଶବ ଉଧାର କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.