Webportal

ବଜ୍ରପାତରେ ମୃତ୍ୟୁ

0 168

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ ମସିଣାବିଲା ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ  ଗ୍ରାମର ମକର ମୁଣ୍ଡାଙ୍କ ପତ୍ନୀ ରିଙ୍ଗିଳି ମୁଣ୍ଡା। ସେ ଘରେ ଥିବା ବେଳେ ହଠାତ ବଜ୍ରାଘାତ ହେବାରୁ ତଳେ ପଡିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ପରିବାର ଲୋକ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Leave A Reply

Your email address will not be published.