Webportal

ପ୍ରବାସୀଙ୍କୁ ଆଣୁଥିବା ବସ ଦୁର୍ଘଟଣାଗ୍ରସ୍ତ

0 398

ଅନୁଗୁଳ ଜିଲ୍ଲା ହଣ୍ଡପ୍ପା ଥାନା ଲୁହାମୁଣ୍ଡା ନିକଟରେ ମହାରାଷ୍ଟ୍ର ରୁ ୨୬ଜଣ ପ୍ରବାସୀ ଙ୍କୁ ନେଇ କୋଲକାତା ଯାଉଥିବା ବେଳେ ଗ୍ୟାସ ଟ୍ୟାଙ୍କର ସହ ବସର ଧକ୍କା ।ଟ୍ୟାଙ୍କର ଡ୍ରାଇଭର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।ବସର ୧୫ ଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି।ମୃତ ଗ୍ୟାସ ଟ୍ୟାଙ୍କର ଡ୍ରାଇଭର ହେଲେ ରାଜେଶ ଯାଦବ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରାଯାଉଥିବା ଜଣାପଡିଛି।

Leave A Reply

Your email address will not be published.