Webportal

ପୋଲିସକୁ ବେଖାତିର; ଗୁଣ୍ଡାଙ୍କୁ ଭୀଷଣ ଭୟ

0 326

ଅନୁଗୁଳ ସହରରେ ଏମିତି କିଛି ନିର୍ଦ୍ଦିଷ୍ଟ ଦୋକାନ ଅଛନ୍ତି ଯାହାକି ସଟଡାଉନ ଓ କର୍ଫ୍ୟୁ ସମୟରେ  ମଧ୍ୟ ପୋଲିସର ତାଗିଦ ସତ୍ତ୍ୱେ ଖୋଲା ରହିବାର ଦେଖାଯାଏ।କାରଣ ଟି ନିୟମକୁ କଡାକଡି ଭାବେ ଲାଗୁ କରିବା ଦାଇତ୍ୱ ରେ ଥିବା ବାବୁମାନେ ଭଲ ଭାବରେ ଜାଣିଥିବେ।କିନ୍ତୁ ଆଜିର ଛଅ ଘଣ୍ଟିଆ ବନ୍ଦ ସମୟରେ ସେହି ଦୋକାନ ଗୁଡିକ ସମ୍ପୁର୍ଣ୍ଣ ଭାବେ ବନ୍ଦ ଥିବାର ଦେଖା ଯାଇଥିଲା।କାରଣ ସ୍ପଷ୍ଟ କାଳେ ବନ୍ଦ ଡାକରା ଦେଇଥିବା ଦଳର ସମର୍ଥକ ମାନେ ଆସି ଜୋର ଜବରଦସ୍ତ ଗୁଣ୍ଡାଙ୍କ ପରି ଭଙ୍ଗାରୁଜା କରି ଦୋକାନ ବନ୍ଦ କରାଇଦେବେ ଯାହାକି ଏକ ସାଧାରଣ କଥା ବନ୍ଦ ପାଳନ ସମୟରେ। ପାଠକ ବନ୍ଧୁମାନେ ଆପଣମାନେ ମତ ଦିଅନ୍ତୁ ଯେ ନିର୍ଦ୍ଦିଷ୍ଟ କିଛି ଦୋକାନ କଟକଣା ସମୟରେ ପୋଲିସ ସମ୍ମୁଖରେ କିପରି ଖୋଲା ରୁହନ୍ତି ଯେତେବେଳେ ତାହା ସମ୍ପୂର୍ଣ୍ଣ ଭାବେ ଦଣ୍ଡନୀୟ।

Leave A Reply

Your email address will not be published.