Webportal

ଡକାୟତ ଦଳ ଗିରଫ

0 326

ଯାଜପୁର ଜିଲ୍ଲା ଧର୍ମଶାଳା ପୁଲିସ ଚଢ଼ାଉ କରି ଦେଉଳି ନିକଟରୁ ୬ ଜଣ ବୃତ୍ତିଗତ ଡ଼କାୟତ ଗ୍ୟାଙ୍ଗର ସଦସ୍ୟଙ୍କ ସମେତ ୧ ବନ୍ଧୁକ,୨ଟି ଜୀବନ୍ତ ଗୁଳି,୨ଟି ମୋଟରସାଇକେଲ୍, ମାରଣାସ୍ତ୍ର ଓ ମୂଲ୍ୟବାନ ଚୋରି ସାମଗ୍ରୀ ଜବତ କରିଛନ୍ତି। ଏକ ବଡ଼ ଡକାୟତି ଯୋଜନା କରୁଥିବା ବେଳେ ଅତର୍କିତ ଚଢ଼ାଉ କରି ପୋଲିସ ସେମାନଙ୍କୁ କାବୁ କରିଥିଲେ।ସମ୍ପୃକ୍ତ ଡ଼କାୟତ ମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ବୋଲି ଧର୍ମଶାଳା ଥାନା ଅଧିକାରୀ ସୂଚନା ଦେଇଛନ୍ତି।ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.