Webportal

ଚଳନ୍ତା ଟ୍ରେନରୁ ପଡି ଡାକ୍ତର ମୃତ

0 515

 

ଅନୁଗୁଳ ଜିଲ୍ଲା ବଇଣ୍ଡା ରେଳ ଷ୍ଟେସନ ରେ ଚଳନ୍ତା ଟେନ ରୁ ଖସି ଡାକ୍ଟର ମୂର୍ତ୍ତ । ସାଇନଗର ରୁ ପୁରୀ ଯାଉଥିବା ଟ୍ରେନ ରେ ଭୁବନେଶ୍ବର ଯିବା ପାଇଁ ବାହାରିଥିବା ଡାକ୍ତର K B ସାମଲ ଟେନ ରେ ଚଡୁ ଥିବା ସମୟରେ ଗୋଡ଼ ଖସି ଯାଇଥିଲା। ସେହି ସମୟରେ ଟେନ ଛାଡି ଦେବାରୁ ଟ୍ରାକରେ ଡାକ୍ତଙ୍କୁ ଟ୍ରେନ କିଛି ବାଟ ଘୋସାଡି ନେଇଥିଲା। ଫଳ ରେ ଡାକ୍ତର ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି ।ମୁତ ଡାକ୍ତର ଙ୍କ ପରିବାର ଲୋକ କେହି ପହଁଚି ନଥିବାରୁ ଡାକ୍ତରଙ୍କ ମୃତଶରୀର ବଇଣ୍ଡା ରେଳବାଇ ପୋଲିସ ନିକଟରେ ରହିଛି ।ସୂଚନା ରୁ ଯାହା ଜଣା ପଡ଼ିଛି Dr K B ସାମଲ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ରେ ମେଡ଼ିସିନ ଡିପାଟ ମେଣ୍ଟ ରେ କାର୍ଯ୍ୟ କରୁଥିଲେ।

Leave A Reply

Your email address will not be published.