Webportal

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅନଲାଇନ ଅଭିଯୋଗ ନମ୍ବର ଜାରି

0 201

ରାଜ୍ୟ ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସାଧାରଣ ଲୋକ ମାନଙ୍କ ଅଭିଯୋଗ ଗୁଡିକର ସମାଧାନ ତ୍ୱରାନ୍ୱିତ କରିବା ପାଇଁ ଏକିକୃତ ଅଭିଯୋଗ ନମ୍ବର ୧୯୬୭ ଜାରି କରାଯାଇଛି ଯେଉଁଥିରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ବଧିୟ ଅଭିଯୋଗ ସହଜରେ ପଞ୍ଜିକରଣ କରାଯାଇପାରିବ। ଆଶା କରାଯାଉଛି ଏହାଦ୍ବାରା ରାଜ୍ୟ ସରକାର ଓ ସାଧାରଣ ଲୋକ ମାନଙ୍କ ମଧ୍ୟରେ ଯୋଗାଯୋଗ ସହଜ ଏବଂ ସୁଗମ ହୋଇପାରିବ।ଅଭିଯୋଗ ପଞ୍ଜିକରଣ ର ଏହି ସିଙ୍ଗଲ ପ୍ଲାଟଫର୍ମ ଜରିଆରେ ମିଳୁଥିବା ପ୍ରତ୍ୟେକ ଅଭିଯୋଗ ଉପରେ ନଜର ରଖାଯାଇପାରିବ।

Leave A Reply

Your email address will not be published.