Webportal

କୋଭିଡ ଟୀକା କିଣିବାକୁ ନେଇ ହେବ ଗ୍ଲୋବାଲ ଟେଣ୍ଡର:ଓଡ଼ିଶାରେ ପର୍ଯ୍ୟାପ୍ତ ଟୀକା ମିଳିବାର ଆଶା ବଢିଲା

0 232

ଆଜି ରାଜ୍ୟ କ୍ୟାବିନେଟ ପକ୍ଷରୁ ଏକ ନିତ୍ୟାନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ୱରୂପ କୋଭିଡ ଟୀକା ବା ଭ୍ୟାକ୍ସିଂନ କିଣିବା ପାଇଁ ଗ୍ଲୋବାଲ ବା ଅନ୍ତର୍ଜାତୀୟ ଟେଣ୍ଡର ଡକାଯିବ।ଏହା ଦ୍ୱାରା ନିହାତି ଜରୁରୀ ହୋଇପଡିଥିବା ଏହି ଜୀବନରକ୍ଷା ଭ୍ୟାକ୍ସିଂନ ପାଇଁ ରାଜ୍ୟକୁ ଆଉ ନିର୍ଦ୍ଦିଷ୍ଟ ନିର୍ମାଣକାରୀ/ଉତ୍ପାଦନକାରୀ ସଂସ୍ଥା ଉପରେ ନିର୍ଭର ନ ହୋଇ ଆବଶ୍ୟକତା ଅନୁଯାୟୀ ବିଶ୍ୱ ବଜାରରୁ ସୁଲଭ ମୂଲ୍ୟରେ ଟୀକା କିଣିବାର ସୁଯୋଗ ମିଳିବ।ଯାହା ଫଳରେ ରାଜ୍ୟ ରାଜକୋଷରୁ ଅଯଥା ଅବବ୍ୟୟ ହେବ ନାହିଁ।

Leave A Reply

Your email address will not be published.