Webportal

କଟକରେ ନକଲି ମନ୍ତ୍ରୀ ଗିରଫ

0 297

କଟକରେ ନକଲି ମନ୍ତ୍ରୀ ଗିରଫ।ମନ୍ତ୍ରୀଙ୍କ କଣ୍ଠସ୍ବର ନକଲ କରି ୧୦ ଲକ୍ଷ ଟଙ୍କାର ଠକେଇ।କୃଷି ମନ୍ତ୍ରୀ ରଣେନ୍ଦ୍ରଙ୍କ ସ୍ବରରେ ଚାନ୍ଦା ମାଗିବା ଅଭିଯୋଗ।କିନ୍ନର ସୁଲଗ୍ନା ଓରଫ ସୌମ୍ୟରଞ୍ଜନ ପ୍ରଧାନ ଗିରଫ।ସୁଲଗ୍ନାକୁ ଗିରଫ କଲା କଟକ ସାଇବର ଥାନା ପୋଲିସ।କଟକର ଘରୋଇ ହସ୍ପିଟାଲ ମାଲିକଙ୍କଠୁ ୪୫,୫୦୦ ଟଙ୍କା ଠକେଇ।
ଶତାଧିକ ବ୍ୟବସାୟୀଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ।

Leave A Reply

Your email address will not be published.