Webportal

କଛପ ଗତିରେ ଚାଲିଛି ବାହ୍ୟ ମଳମୁକ୍ତ ଯୋଜନା; ଶୌଚ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଗୁରୁତର

0 258

ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ଗୁଣ୍ଡୁରୀନାଲି ଗ୍ରାମରେ ଶୌଚ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି।ଗୁରୁତର ଜଣଙ୍କ ହେଲେ ପ୍ରଦେଶୀ ଗୋଛାୟତ (୫୫) ମେଡ଼ିକାଲରେ ଭର୍ତ୍ତି । ସୂଚନା ଯେ, ପ୍ରଦେଶୀ ଆଜି ଘରର କିଛି ଦୂରକୁ ଶୌଚ କରିବାକୁ ଯାଇଥିବା ବେଳେ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିବା ବେଳେ ପରିବାର ପକ୍ଷରୁ ପ୍ରଦେଶୀକୁ ପ୍ରଥମେ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ମୁହଁରେ ଗଭୀର ଆଘାତ ଲାଗିଛି।

Leave A Reply

Your email address will not be published.