Webportal

ଉଦ୍ଧାର ହେଲା କଲରାପତାରିଆ ବାଘ

0 118

ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ର ପୁରୁଣାକୋର୍ଟ ନିକଟରେ ଶିକାରୀ ବିଛାଇଥିବା ଜାଲରେ ପଡିଛି କଲରାପତରିଆ ବାଘ। ବାଘଟି ଜାଲରେ ପଡି ଛଟ ପଟ ହେଉଥିବା ଦେଖି ଅଞ୍ଚଳବାସୀ ବନବିଭାଗ କୁ ଖବର ଦେଇଥିଲେ। ପରେ ବନବିଭାଗର ଟିମ ପହଁଚିଥିବା ଜଣାପଡିଛି ।RCCF ଙ୍କ ନିର୍ଦେଶରେ ସାତକୋଶିଆ DFO, ACF ଓ ଟିମ ଘଟଣାସ୍ଥଳରେ ପହଞ୍ଚି ଥିଲେ ।ସାତକୋଶିଆ ର ଡାକ୍ତର କିଶୋର ସାହୁ ଓ ତାଙ୍କ ଟିମ ପହଂଚିବା ପରେ ବାଘକୁ ଟ୍ରାଙ୍କୁଲାଇଜ କରାଯାଇ ଉଧାର କରା ଯାଇଅଛି।

Leave A Reply

Your email address will not be published.