Webportal

ଆଜି ଦିନ ଚାରିଟା ପରେ ଖୋଲିବ ଅନୁଗୁଳ ଡେରଯେଙ୍ଗ ଡ୍ୟାମ ଗେଟ; ତଳିଆ ଅଞ୍ଚଳକୁ ମାଡି ଆସିବ ପାଣି:ସାବଧାନ ରହିବାକୁ ସତର୍କତା ଜାରି

0 230

ପ୍ରବଳ ବର୍ଷା ଯୋଗୁଁ ଅନୁଗୁଳ ସ୍ଥିତ ଡେରଯେଙ୍ଗ ଡ୍ୟାମର ଗେଟ ଖୋଲି ଜଳ ନିଷ୍କାସନ କରାଯିବାର ସୂଚନା ଦେଇଛନ୍ତି ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ।ଆଜି ଦିନ ଚାରିଟା ପରେ ଯେକୌଣସି ସମୟରେ ଜଳ ନିଷ୍କାସନ କରାଯିବ।ଏଥିପାଇଁ ଡ୍ୟାମର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କତା ଅବଲମ୍ବନ କରିବା ପାଇଁ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.