Webportal

ଆଜିଠାରୁ ଟ୍ରାଫିକ ନିୟମ କଡାକଡି

0 281

ଆଜିଠାରୁ ନୂଆ ସଂଶୋଧିତ ମୋଟରଯାନ ଆଇନ କଡାକଡି ହୋଇଛି।ଉଲ୍ଲଂଘନକାରୀଙ୍କଠାରୁ ଆଦାୟ ଆରମ୍ଭ ହେଲା ମୋଟା ଅଙ୍କର ଜରିମାନା।ଏହା ପୂର୍ବରୁ ରାଜ୍ୟ ପରିବହନ କମିଶନର ରାଜ୍ୟର ସବୁ ଜିଲ୍ଲାପାଳ, ଏସ୍ପି ଓ ଡ଼ିଏସପି ମାନଙ୍କୁ ଚିଠି ଲେଖିଛନ୍ତି।ଏଥିରେ ଉଲ୍ଲେଖ ରହିଛି, ଯେଉଁମାନେ ଟ୍ରାଫିକ ନିୟମ ଉଲଂଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ। ଡ୍ରାଇଭିଂ ଲାଇସେନ୍ସ, ଇଂସୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ, ଫିଟ୍ମେସ, ପରମିଟ ଭଳି କାଗଜପତ୍ର ତିଆରି କରିବା ପାଇଁ ଯେଉଁ ସମୟ ଦିଆଯାଇଥିଲା ତା’ର
ଡେଡ଼ଲାଇନ ଶେଷ ହୋଇଯାଇଛି।

Leave A Reply

Your email address will not be published.