Webportal

ଅବକାରୀ ବିଭାଗର ଚଢ଼ାଉ

0 325

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଠାକୁରଗଡ଼ ଥାନାର ବିଭିନ୍ନ ଗ୍ରାମରେ ଚଢାଉ କରାଯାଇ ୮୫ ଲିଟର ଦେଶୀ ମଦ ଜବତ କରାଯିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଠାକୁରଗଡ଼ ଥାନା ରାଜିଙ୍ଗ ଗ୍ରାମର କୁମାରୀ ବେହେରା, ନବଘନ ବେହେରା, ଟାପଢୋଲ ଗ୍ରାମର ଶଶି ନାୟକ, ବରଡିପ ଗ୍ରାମର କୁନା ବେହେରା, ଖମାର ଗ୍ରାମର ଦ୍ୱାରୀ ବେହେରା, ଉଚ୍ଛାପୁର ଗ୍ରାମର ଶଙ୍କର ବେହେରା। ଏମାନେ ଘରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଖବରପାଇ ଅବକାରୀ ନିରୀକ୍ଷକ ସୁମତି ତ୍ରିପାଠୀଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା।

Leave A Reply

Your email address will not be published.