Webportal

ଅନୁଗୁଳ ପୋଲିସ ନିର୍ବାଚନ ପାଇଁ ସଚେତନ

0 458

ଆସନ୍ତା ସାଧାରଣ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହିତ ସମ୍ପାଦନ କରିବା ପାଇଁ ଅନୁଗୁଳ ପୋଲିସ ପକ୍ଷରୁ ଅଧିକ ରୁ ଅଧିକ ସତର୍କତା ଅବଲମ୍ବନ କରାଯାଉଛି।ଏହି ପରିପ୍ରେକ୍ଷୀରେ ଅନୁଗୁଳ ପୋଲିସ ପକ୍ଷରୁ ଅନୁଗୁଳ ଥାନା ଅନ୍ତର୍ଗତ ଜରାସିଙ୍ଗା,କୁଶାସିଙ୍ଗା ଏବଂ କରଡ଼ଗାଡ଼ିଆ ରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ଯାହା ସମ୍ପୃକ୍ତ ଅଞ୍ଚଳରେ ଅପରାଧୀ ମାନଙ୍କ ପାଇଁ ସତର୍କ ଘଣ୍ଟି। ଏହି ପ୍ରକାରର ଫ୍ଲାଗ ମାର୍ଚ୍ଚ ଅନୁଗୁଳ ଥାନାର ବିଭିନ୍ନ ସ୍ଥାନରେ ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅନୁଗୁଳ ଥାନା ଆଇ ଆଇ ସି ଶ୍ରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି।

Leave A Reply

Your email address will not be published.