Webportal

କରେଣ୍ଟ ତାର ଲାଗି ଶ୍ରମିକ ମୃତ

0 416

ଅନୁଗୁଳ ଜିଲ୍ଲା ପୁରୁଣାକୋର୍ଟ ଥାନା ପମ୍ପାସର ନିକଟରେ ଥିବା ପିଉସ ପ୍ଲାଣ୍ଟେସନ ରେ ହାତୀ ପାଇଁ ବିଛା ଯାଇଥିବା ସୋଲାର କରେଣ୍ଟ ତାରରେ ଲାଗି ଜଣେ ଶ୍ରମିକ ମୃତ। ମୃତକ ହେଲେ ମାନସ ପରିଡା (୧୮) ଘର ଖୋର୍ଦ୍ଧା ଜିଲ୍ଲା ଅରିଡାମୁରା ର ବୋଲି ଜଣାପଡିଛି । ଖୋର୍ଦ୍ଧା ଅଞ୍ଚଳରୁ ୧୦ ଜଣ ଶ୍ରମିକ ପିଉସ ପ୍ଲାଣ୍ଟେସନ କୁ ଆସିଥିଲେ କାମ କରିବା ପାଇଁ । ଜନ୍ତୁ ମାନେ ପ୍ଲାଣ୍ଟେସନ ଭିତରକୁ ଆସି ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ପ୍ଲାଣ୍ଟେସନ ମାଲିକ ଖୋର୍ଦ୍ଧା ଅଞ୍ଚଳରୁ ୧୦ଜଣ ଶ୍ରମିକଙ୍କୁ ଆଣି ଏଠାରେ ପ୍ଲାଷିକ ନେଟ ରେ ବାଡ଼ ଦେବା କାର୍ଯ୍ୟରେ ନିୟୋଜିତ କରିଥିଲେ। ଦୁର୍ଭାଗ୍ୟ ବଶତଃ ଆଜି ଜଣେ ସେହି ହାତୀ ପାଇଁ ବିଛା ଯାଇଥିବା ସୋଲାର ତାରରେ ଲାଗି ମୃତ୍ୟୁ ବରଣ କରିଛି।

Leave A Reply

Your email address will not be published.