Webportal

ଅନୁଗୁଳ ଜିଲ୍ଲାରେ ସୋମବାର ଲକଡାଉନ ଓ କ୍ୱାରେଣ୍ଟଟାଇନ ଅବମାନନା ଜନିତ ରୁଜୁ ମାମଲା ଗୁଡିକର ବିବରଣୀ

0 330

ଅନୁଗୁଳ ଜିଲ୍ଲାରେ ସୋମବାର ଲକ ଡାଉନ ନ ମାନିବା ପାଇଁ ୪୬ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୧୪ ଟି ମଟର ସାଇକେଲ,ଗୋଟିଏ କାର,୧୮ ଲିଟର ଦେଶୀ ମଦ, କ୍ରିକେଟ ଖେଳ ଉପକରଣ ଆଦି ଜବତ କରାଯାଇଛି।ବନ୍ତଳା ଥାନାରେ ତିନି ଜଣ, ହଣ୍ଡପା ଥାନାରେ ଦୁଇ ଜଣ,ତାଳଚେର ଥାନାରେ ଜଣେ, ଅନୁଗୁଳ ଥାନାରେ ୯ ଜଣ ଓ ବନରପାଲ ଥାନାରେ ୩୨ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ସେହିପରି କ୍ୱାରେଣ୍ଟଟାଇନ ଅବମାନନା ପାଇଁ ଆଠମଲ୍ଲିକ ଥାନାରେ ଜଣେ ଓ ଖମାର ଥାନାରେ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସରକାରୀ କ୍ୱାରେଣ୍ଟଟାଇନ କୁ ସିଫ୍ଟ କରିଦିଆଯାଇଛି।

Leave A Reply

Your email address will not be published.