Webportal
Browsing Category

Public Interest

କଳାକାର ର ବୋଇତ ବନ୍ଦାଣ ଉତ୍ସବ

ଅନୁଗୁଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାକାର ପକ୍ଷରୁ ୩୭ ତମ ବୋଇତ ବନ୍ଦାଣ ମହୋତ୍ସବ ସ୍ଥାନୀୟ ସଭାଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପ୍, କେନ୍ଦେରା ବାଦକ ତ୍ରିପୁର ଜେନା ଏବଂ ଓଡ଼ିଶାର ଜଣାଶୁଣା ହାସ୍ୟ ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ…
Read More...

ଅଧିଷ୍ଠାତ୍ରୀ ମା ଲୋଭ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ପାଳିତ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଲୋଭୀ ଠାକୁରାଣୀଙ୍କ ବାର୍ଷିକଙ୍କ ଯାତ୍ରା ଆରମ୍ବ ହୋଇଛି। ପ୍ରତେକ ବର୍ଷ କାର୍ତ୍ତିକ ପୂର୍ଣିମା ତିଥି ରେ ମାଙ୍କ ପୂଜାର୍ଚନା ହୋଇଥାଏ କିନ୍ତୁ ଏବର୍ଷ ଚନ୍ଦ୍ର ଗ୍ରହଣ ପଡୁ ଥିବାରୁ ଗୋଟିଏ ଦିନ…
Read More...

ଖଡଗପ୍ରସାଦ ଗ୍ରାମରେ ୭ମ ବୋଇତ ବନ୍ଦାଣ ଉତ୍ସବରେ ପାଳିତ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଖଡଗପ୍ରସାଦ ଗ୍ରାମରେ ବୋଇତ ବନ୍ଦାଣ ଉତ୍ସବରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରୀତିନୀତି ଅନୁଯାଈ ପ୍ରଥମେ ବ୍ରାହ୍ମଣୀ ନଦୀ କୂଳରେ ସାଧବ ପୁଅ ମାନଙ୍କୁ ସାଧବାଣୀ ମାନେ ବନ୍ଦାପନା କରିଥିଲେ ଏବଂ ସାଧବ ପୁଅ ମାନେ ବୋଇତ ରେ ବିଦେଶ କୁ ଯାତ୍ରା…
Read More...

ନିଜ ଜୀବନ ରକ୍ଷା ପାଇଁ ପଦକ୍ଷେପ; ଭାରିଯାନ ଚଳାଚଳ ଉପରେ ଗ୍ରାମବାସୀ ଲଗାଇଲେ କଟକଣା

ଅନୁଗୁଳ ଜିଲ୍ଲା କୋଶଳା ଦେଇ ଯାଇଥିବା ରାଜ୍ୟ ରାଜପଥରେ ଅନେକ ଦିନ ହେଲା କୋଇଲା ଗାଡି ଚଳାଚଳ କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । କୋଇଲା ଗାଡି ଚଳାଚଳ ଯୋଗୁଁ ରାସ୍ତା ନଷ୍ଟ ହୋଇ ଗଲାଣି । ଅନେକ ସମୟରେ ଦୁର୍ଘଟଣା ଘଟୁଛି । କୋଶଳା ଗ୍ରାମ ପାଞ୍ଚୟତ ଦେଇ ୬୩ ନମ୍ବର ରାଜ୍ୟ…
Read More...

ଅନୁଗୁଳ ଲକ୍ଷ୍ମୀପୂଜାରେ ଟ୍ରାଫିକ ବ୍ୟବସ୍ଥା ଯଦି ଠିକ୍ ଲାଗୁନାହିଁ ତେବେ ଘରେ ଛୁଟି ମନାନ୍ତୁ

ଚଳିତ ବର୍ଷ ଅନୁଗୁଳ ସହରରେ ଲକ୍ଷ୍ମୀପୂଜା ଶେଷ ପର୍ଯ୍ୟାୟରେ ପହଁଚିଛି। କିନ୍ତୁ ସଠିକ୍ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ହୋଇ ପାରିଲା ନାହିଁ। ଏହା ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ସାମ୍ବାଦିକଙ୍କ ପକ୍ଷରୁ ଲିଖିତ ଅନୁରୋଧ ମଧ୍ୟ କରା ଯାଇଥିଲା। ପୋଲିସ ବାବୁମାନେ ସେମାନଙ୍କ ଇଚ୍ଛା ଅନୁଯାୟୀ…
Read More...

ମଧ୍ୟରାତ୍ରୀରେ କୋର୍ଟରେ ହେଲା ଶୁଣାଣି: ଇଦ୍‌ଗାହ ପଡ଼ିଆରେ ଗଣେଶ ପୂଜାକୁ ମିଳିଲା ଅନୁମତି

ପୂର୍ବ ପ୍ରସ୍ତୁତି ଅନୁସାରେ କର୍ଣ୍ଣାଟକର ଇଦ୍‌ଗାହ ପଡ଼ିଆରେ ଗଣେଶ ପୂଜା ସମାରୋହକୁ ଅନୁମତି ମିଳିଛି। ରାତି ଅଧିଆ ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଦେଇଥିବା ଆଦେଶକୁ କାଏମ ରଖି ଅଦାଲତ ଗତକାଲି ମଧ୍ୟରାତ୍ରରେ ଭୂମିରେ ବିଘ୍ନନାଶକଙ୍କ…
Read More...

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଠପଢା ବାଧାପ୍ରାପ୍ତ

ରାଜ୍ୟର ପୁରାତନ ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅନ୍ୟତମ। ୧୯୬୭ ମସିହା ଜାନୁଆରି ୧ ତାରିଖରେ ସ୍ଥାପିତ ଏହି ବିଶ୍ଵବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଦେଶ ଭିତରେ ତଥା ବାହାରେ ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ ହୋଇ ସମ୍ବଲପୁର ତଥା ରାଜ୍ୟ ପାଇଁ ସୁନାମ…
Read More...

ଆସନ୍ତା ସେପ୍ଟେମ୍ବର ୩ରୁ ସ୍ବତନ୍ତ୍ର ଓଜେଇଇ ପରୀକ୍ଷା

ଆସନ୍ତା ସେପ୍ଟେମ୍ବର ୩ରୁ ସ୍ବତନ୍ତ୍ର ଓଜେଇଇ ପରୀକ୍ଷା । ସେପ୍ଟେମ୍ବର ୩,୪ ଓ ୭ ତାରିଖରେ ସ୍ବତନ୍ତ୍ର OJEE(ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଅନୁଷ୍ଠିତ ହେବ । MBA, MTech, ବି ଫାର୍ମା ବିଭାଗର ପରୀକ୍ଷା ହେବ । ସକାଳୁ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ମୋଟ…
Read More...

ବନ ବିଭାଗ ସାବଧାନ ହେବା ଆବଶ୍ୟକ, ହାତୀ ଶୂନ୍ୟ , ହେବାକୁ ବସିଲାଣି ଓଡ଼ିଶା!

ହାତୀମୃତ୍ୟୁ...ଏ ଘଟଣା ଆମ ରାଜ୍ୟରେ ପ୍ରାୟ ନିତିଦିନିଆ ହୋଇଗଲାଣି । କେତେବେଳେ ଶିକାରୀ ଗୁଳିର ଶୀକାର ହେଉଛି ତ ଆଉ କେତେବେଳେ ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ହାତୀ ସଂଖ୍ୟା କମିବାରେ ଲାଗିଛି । ଯାହାକି ପଶୁପ୍ରେମୀଙ୍କର ଚିନ୍ତା ବଢ଼େଇ ଦେଇଛି । ଘଟଣାକ୍ରମେ ଆଜି ଢେଙ୍କାନାଳ…
Read More...

ଲୋନ୍ ଆପ୍‌ରେ ୫୦୦ କୋଟି ଠକେଇ ; ଠକି ନେଇଛନ୍ତି ଚୀନ ନାଗରିକ, ୨ ମହିଳା ସମେତ ୨୨ ଗିରଫ

ଗତ ଦୁଇମାସର ତଦନ୍ତ ଓ ଅନୁସନ୍ଧାନ ପରେ ଦିଲ୍ଲୀ ପୁଲିସ ୫୦୦ କୋଟିରୁ ଅଧିକ ରାଶିର ଇନଷ୍ଟାଣ୍ଟ ଲୋନ୍ କମ୍‌ ଏକ୍ସଟୋର୍ସନ ରାକେଟ ଧରିବା ସହ ଦେଶର ବିଭିନ୍ନ ସ୍ଥାନରୁ ୨୨ ଜଣଙ୍କୁ ଗିରଫ କରିଛି। ଚୀନ ନାଗରିକଙ୍କ ଦ୍ବାରା ଏହି ରାକେଟ ପରିଚାଳିତ ହେଉଥିଲା। ଏ ବାବଦରେ ସଂଗ୍ରହ ହେଉଥିବା ରାଶିକୁ…
Read More...