Webportal
Browsing Category

Politics

ପଞ୍ଜାବ କଂଗ୍ରେସରେ ଗୋଷ୍ଟିକନ୍ଦଳ ଦଳକୁ କେଉଁ ଦିଗକୁ ନେବ;ଦଳ ଛାଡି ପାରନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

ପଞ୍ଜାବ କଂଗ୍ରେସ ଦଳରେ କନ୍ଦଳ ଥମିବାରେ ନାଁ ଧରୁନି । ପଞ୍ଜାବ କଂଗ୍ରେସ ଦଳରେ କନ୍ଦଳ ଲାଗିଥିବା ବେଳେ ଏକ ବଡ ଖବର ଲୋକଲୋଚନକୁ ଆସିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦଳ ଛାଡିବେ ବୋଲି ସୋନିଆ ଗାନ୍ଧୀଙ୍କୁ କଡା ଚେତାବନୀ ଦେଇଛନ୍ତି।ଏତେ ଅପମାନ ନିନ୍ଦା ସହ କଂଗ୍ରେସରେ ରହିବା…
Read More...

ପୁନର୍ବାର ଶିବସେନା ବିଜେପି ମେଣ୍ଟ ଗଠନକୁ ନେଇ ଇସାରା ଦେଲେ ଉଦ୍ଧବ ଠାକରେ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶୁକ୍ରବାର ଏକ ସଭାରେ ମରାଠଓ୍ବାଡା ଅଞ୍ଚଳର ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଦାନ୍‌ଭେଙ୍କୁ ଭବିଷ୍ୟତର ବନ୍ଧୁ କହି ରାଜନୈତିକ ବଜାରରେ ହଟଚମଟ ସୃଷ୍ଟି କରିଛନ୍ତି। ଔରଙ୍ଗବାଦରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ…
Read More...

ଜଣାପଡିଲା ମନ୍ତ୍ରିମଣ୍ଡଳରେ ଭାର ଲାଘବ ହେବାର କାରଣ;ଧର୍ମେନ୍ଦ୍ରଙ୍କ ପତିଆରା କମିବା ଗୁଜବ ହେଲା ମିଥ୍ୟା…

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ପରିବର୍ତ୍ତନ ହେଲା ପରେ ବିଭିନ୍ନ ମହଲରେ ଦଳରେ ତାଙ୍କ ପତିଆରା କମିଯାଇଥିବା ଚର୍ଚ୍ଚା ଜୋର ଧରିଥିଲା,କାରଣ ପେଟ୍ରୋଲିୟମ ଓ ଇସ୍ପାତ ଭଳି ବିଭାଗ ତାଙ୍କ ହାତରୁ କାଢ଼ି ଶିକ୍ଷା ବିଭାଗ ଦିଆଗଲା। ଏହାକୁ ପରିପକ୍ୱ ରାଜନୈତିକ ବିସ୍ଲେସକ…
Read More...

ଲମ୍ବା ସମୟର ଲକଡାଉନ ପରେ ତୁରନ୍ତ ଓଡିଶା ବନ୍ଦ ଡାକରା ଦେଉଥିବା ଦଳ କଣ ଶାସନ କରିବାର ଯୋଗ୍ୟତା ରଖିଛନ୍ତି

ଓଡ଼ିଶାରେ କରୋନା କଟକଣା ଓ ଦୀର୍ଘ ୨ ମାସର ଲକଦାଉନ ପରେ ଚଳିତ ମାସ ୧ ତାରିଖରେ ଆଂଶିକ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି।ତାହା ଫୁଣି ତୃତୀୟ ଲହର ର ଆଶଙ୍କା ମଧ୍ୟରେ।ଏହି ୨ ମାସ ମଧ୍ୟରେ ଲୋକଙ୍କ ଜୀବନ ଓ ଜୀବିକା ଅନେକ କଷ୍ଟ ଦେଇ ଗତି କରିଛି ଯାହା ସେମାନଙ୍କ ପାଇଁ  ଏକ ଅଭୁଲା କଷ୍ଟକର…
Read More...

ବେଲଜ୍ୟାର ସୀମା ଟପିଲା ରାଜନୀତି:କ୍ଷମତାର ଅପବ୍ୟବହାର କରି ପ୍ରତିଶୋଧ ନେବା ଚେଷ୍ଟା ଗ୍ରହଣୀୟ ନୁହେଁ

ସମ୍ପ୍ରତି ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ସେଠାକାର ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ବୈଠକକୁ ବିଳମ୍ବରେ ଆସି ତୁରନ୍ତ ତାଙ୍କ ସହିତ ଚାଲିଯାଇଥିଲେ।ସ୍ୱାଭାବିକ ଭାବରେ ଏହା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଭାବେ ନିର୍ଦେଶ ଥିଲା। ଯଦି କୌଣସି ପ୍ରକାର ଏହା…
Read More...

ଅନୁଗୁଳ ନଗର କଂଗ୍ରେସ କୁ ମିଳିଲା ନୂତନ ସଭାପତି:ରହିଛି ନଗରରେ ଦଳକୁ ପୁନର୍ବାର ଶୀର୍ଷରେ ପହଞ୍ଚାଇବାର ଗୁରୁଦାୟିତ୍ୱ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଅନୁମୋଦନ କ୍ରମେ ଅନୁଗୋଳ ନଗର କଂଗ୍ରେସ (ଟାଉନ) ର ସଭାପତି ଭାବେ ଶ୍ରୀଯୁକ୍ତ ସୁଦିପ ମିଶ୍ର (ଲାଟା) ଓ କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀଯୁକ୍ତ ବିଶେଶ୍ୱର ପ୍ରଧାନ (ବିଟ୍ଟୁ) ଙ୍କୁ ନିଯୁକ୍ତି କରାଯାଇଅଛି। ଦଳର ଏହି…
Read More...

ଅନେକ ଆଶାୟୀଙ୍କୁ ପଛରେ ପକାଇ ମହେନ୍ଦ୍ର ବସ୍ତିଆ ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ନିଯୁକ୍ତ: ପୂର୍ବତନ ସଭାପତିଙ୍କ ଲବି…

ଆଜି ବିଜେଡିର ଅନୁଗୁଳ ଜିଲ୍ଲା ପାଇଁ ସଭାପତି ଭାବେ ଦଳର ପୁରୁଖା ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ମହେନ୍ଦ୍ର ବସ୍ତିଆ ଙ୍କ ନାମ ଘୋଷଣା କରାଯାଇଛି। ନିଶ୍ଚିତ ଭାବେ ଶ୍ରୀ ବସ୍ତିଆ ଜଣେ ମିଳାପୀ ଓ ବିବାଦରୁ ସର୍ବଦା ଦୁରେଇ ରହୁଥିବା ବ୍ୟକ୍ତି। ଏହି ପଦବୀ ପାଇଁ ଦଳର ଅନେକ ପୁରୁଣା ନେତା,…
Read More...

୪ଟି ରାଜ୍ୟସଭା ପଦକୁ ନେଇ ଛକାପଞ୍ଜା ଆରମ୍ଭ

ଆଗାମୀ ଦିନରେ ରାଜ୍ୟରେ ୪ଟି ରାଜ୍ୟସଭା ସଦସ୍ୟ ପଦ ଖାଲି ହେଉଥିବାବେଳେ ବିଜୁ ଜନତା ଦଳ କାହାକୁ ପ୍ରାର୍ଥୀ କରିବ ଏହାକୁ ନେଇ ଅବଗଣନା ଆରମ୍ଭ ହୋଇଛି।ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ପଦ ବିଜୁ ଜନତା ଦଳ ସପକ୍ଷରେ ଯିବାର ଆଶା କରାଯାଉଥିଲେ ହେଁ ଦଳର ସୁପ୍ରିମୋ କି ପ୍ରକାର ନିଷ୍ପତ୍ତି ନେବେ ତାହାକୁ…
Read More...

महाराष्ट्र में दुबारा मुख्यमंत्री बने देवेंद्र फडणवीस को हटाना मुश्किल नजर आ रहा है

हाल की एक सब से बड़ी खबर जिससे लिए देश की जनता उसचुक दिखाई दे रही है व है महाराष्ट्र की राजनीति में बहुत ही तेजी से बदलता हुआ घटनाक्रम।भाजपा ओर सिबसेना गठबन्धन को चुनाव में स्पष्ट बहुमत मिलने के बावजूद गठबन्धन मैं सीटों के मामले में दूसरे…
Read More...

ଅନୁଗୁଳ ଜିଲ୍ଲା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଓ ଦାବିପତ୍ର

ବିଜେପିର ଅଭିଯୋଗ ହେଲା ସାରା ଓଡିଶାରେ ମହିଳା ଅସୁରକ୍ଷିତ ହୋଇପଡ଼ିଛନ୍ତି ଯାହାର ତାଜା ଦୃଷ୍ଟାନ୍ତ ଯାଜପୁର ଓ କେନ୍ଦ୍ରାପଡାରେ ଘଟିଥିବା ଘଟଣା। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳ ହତ୍ୟା ଘଟଣାକୁ ପାଖାପାଖି ଅଧାମାସ ବିତିବାକୁ…
Read More...