୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ମାନସ ଓ ସୁଲତାଙ୍କୁ ମିଳିଲା ଆନୁଗତ୍ୟର ପୁରସ୍କାର
କଳ୍ପନାଜଳ୍ପନାର ଅନ୍ତ ଘଟି ଘୋଷଣା ହେଲା ୪ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ । ବିଜେଡି ପକ୍ଷରୁ ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସସ୍ମିତ ପାତ୍ରଙ୍କୁ ପୁଣି ଥରେ ରିପିଟ କରାଯାଇଛି ।
ସେହିପରି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ବିଜେଡି…
Read More...
Read More...