Webportal
Browsing Category

National

ୟୁପିଆଇ କାରବାର ଉପରେ ଦେୟ ଆଦାୟ କରାଯିବାର ଆଶଙ୍କା

କଣ ୟୁପିଆଇ (ୟୁନାଇଟେଡ ପେମେଣ୍ଟସ ଇଣ୍ଟରଫେସ) କାରବାର ଉପରେ ଦେୟ ଆଦାୟ କରାଯିବ ? ଏପରି ଏକ ପ୍ରଶ୍ନ ଏବେ ଗ୍ରାହକମାନଙ୍କ ମନକୁ ଆନ୍ଦୋଳିତ କରୁଛି । କାରଣ ଏସମ୍ପର୍କରେ ବିଭିନ୍ନ ପକ୍ଷ (ବ୍ୟାଙ୍କ, ଏନପିସିଆଇ, ପେମେଣ୍ଟ ବ୍ୟାଙ୍କ, ଗ୍ରାହକ ଇତ୍ୟାଦି)ମାନଙ୍କ ମତାମତ ଆହ୍ବାନ କରିଛନ୍ତି ରିଜର୍ଭ…
Read More...

ଆରଜେଡି ମନ୍ତ୍ରୀଙ୍କୁ ତେଜସ୍ବୀଙ୍କ ତାଗିଦ୍: ଭାବମୂର୍ତ୍ତି ସୁଧାରିବାକୁ ଚେଷ୍ଟା

ବିହାରରେ ନୀତୀଶ ସରକାରଙ୍କ ନେତୃତ୍ୱରେ ମହାଗଠବନ୍ଧନର ନୂତନ ସରକାର ଗଠନ ହେବା ପରଠାରୁ ଆରଜେଡି କୋଟାର ମନ୍ତ୍ରୀମାନେ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି। ମନ୍ତ୍ରୀଙ୍କ ଭାବମୂର୍ତ୍ତିରେ ସୁଧାର ଆଣିବା ପାଇଁ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଲକ୍ଷ୍ମଣ ରେଖା ଟାଣିଛନ୍ତି। ତେଜସ୍ୱୀ ଆରଜେଡି…
Read More...

ସିବିଆଇ ର ପର ଏବେ ଗେରୁଆ ହୋଇଗଲାଣି: କପିଲ୍‌ ସିବଲ୍‌

ପୂର୍ବତନ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ କପିଲ୍‌ ସିବଲ୍‌ ଆଜି ତାଙ୍କର ପ୍ରସିଦ୍ଧ ଉକ୍ତି ‘ସିବିଆଇ’ ଗୋଟାଏ ‘ପିଞ୍ଜରାବଦ୍ଧ ଶୁଆ’ କଥା ସ୍ମରଣ କରି କହିଛନ୍ତି ଯେ, ପର ଗେରୁଆ ହୋଇ ଯାଇଥିବା ଉକ୍ତ ଶୁଆକୁ ଏବେ ପିଞ୍ଜରାମୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ‘ସିବିଆଇ’ ‘ପିଞ୍ଜରାବଦ୍ଧ ଶୁଆ’…
Read More...

ପରବର୍ତ୍ତୀ କଂଗ୍ରେସ ସଭାପତି କିଏ; ମନ୍ଥନ ଜାରି

କଂଗ୍ରେସ ସଭାପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ଭିତରେ ଏବେ ବଡ଼ ଧରଣର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଯଦି ରାହୁଲ ଗାନ୍ଧି ପୁନର୍ବାର ଦଳ ସଭାପତି ଦାୟିତ୍ୱ ନେବାକୁ ପ୍ରସ୍ତୁତ ହେବେନାହିଁ, ତା’ହେଲେ ତାଙ୍କର ବିକଳ୍ପ କିଏ ହେବେ ସେ ନେଇ ଦଳରେ ମନ୍ଥନ ଜାରି ରହିଛି। ଯଦି ରାହୁଲ କୌଣସି…
Read More...

କଂଗ୍ରେସକୁ ଝଟକା ପରେ ଝଟକା: ଗୁଲାମମଦି ଆଜାଦଙ୍କ ପରେ ଇସ୍ତଫା ଦେଲେ ଆନନ୍ଦ ଶର୍ମା

ଆଜାଦଙ୍କ ପରେ ଆନନ୍ଦ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ହିମାଚଳ ପ୍ରଦେଶ କଂଗ୍ରେସ ପରିଚାଳନା କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଦିନ ଜମ୍ମୁ ଓ କଶ୍ମୀର କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବାର କିଛି ସମୟ ପରେ ଦଳର ବରିଷ୍ଠ ନେତା ଗୁଲାମ୍‌…
Read More...

ରାକେଶ ଟିକାୟତଙ୍କୁ ହେପାଜତକୁ ନେଲା ଦିଲ୍ଲୀ ପୋଲିସ

ଲକ୍ଷ୍ମୀପୁର ଖେରୀରୁ ଦିଲ୍ଲୀ ଆସୁଥିବା କୃଷକ ନେତା ରାକେଶ ଟିକାୟତଙ୍କୁ ଦିଲ୍ଲୀ ପୋଲିସ ନିଜ ହେପାଜତକୁ ନେଇଛି । ଟ୍ୱିଟ୍ କରି ରାକେଶ ଟିକାୟତ ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍‌ରେ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଦିଲ୍ଲୀ ପୋଲିସ କୃଷକଙ୍କ ସ୍ୱରକୁ ଦମନ…
Read More...

ସକାଳୁ ଉଠିଲା କ୍ଷଣି ସିବିଆଇ ଓ ଇଡିର ଖେଳ ଖେଳୁଛନ୍ତି, ଦେଶର ଉନ୍ନତି ହେବ କିପରି ; ମୋଦିଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ରେଡ୍ ପରେ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ସିବିଆଇ। ଏହା ପରେ ମୋଦୀ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦେଶରେ ବେକାରୀ ସମସ୍ୟା ଓ ଦରବୃଦ୍ଧି ସମସ୍ୟା ବିରୋଧରେ ଲଢିବା ବଦଳରେ…
Read More...

ପୁନର୍ବାର ନଜର ବନ୍ଦୀ ହେଲେ ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି

ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଣି ଥରେ ନଜର ବନ୍ଦୀ ରଖାଯାଇଛି। ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏହା ସହ ମେହବୁବା ମୁଫତି କାଶ୍ମୀରୀ ପଣ୍ଡିତଙ୍କ ଅବସ୍ଥା ପାଇଁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣି ଥରେ…
Read More...

ହତ୍ୟା ଅଭିଯୁକ୍ତଙ୍କୁ ଧରିବାପାଇଁ ବାବାଙ୍କ ଶରଣ ନେଲେ ପୋଲିସ ବାବୁ, ଫଳ ଚାକିରୀରୁ ନିଲମ୍ବିତ

ହତ୍ୟା ଅଭିଯୁକ୍ତଙ୍କୁ ଧରିବାପାଇଁ ବାବାଙ୍କ ଶରଣ ନେଇ ଫସିଛନ୍ତି ଜଣେ ପୋଲିସ ବାବୁ। ଏହାପରେ ତାଙ୍କୁ ଚାକିରୀରୁ ନିଲମ୍ବିତ ମଧ୍ୟ ହେବାକୁ ପଡ଼ିଛି। ଏଭଳି ଘଟଣା ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଘଟିଛି। ତେବେ ଜଣେ ପୋଲିସ ଅଧିକାରୀ ହତ୍ୟା ମାମଲାର ସମାଧାନର ସାହାଯ୍ୟ ମାଗିବା ପାଇଁ ଜଣେ…
Read More...

କର୍ଣ୍ଣାଟକରେ ପୁଣି କଂଗ୍ରେସ ଓ ଜେଡିଏସ୍ ଏକାଠି ହେବା ସମ୍ଭାବନା; ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱ କୁ…

କର୍ଣ୍ଣାଟକରେ ପୁଣିଥରେ କଂଗ୍ରେସ ଓ ଜେଡିଏସ୍ ଦଳର ସମ୍ପର୍କର ଘନୀଷ୍ଟ ହୋଇଛି। ରାଜ୍ୟରେ ୨୦୨୩ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ଜେଡିଏସ୍‌ ନେତା ଏଚ୍‌ଡି କୁମାରଶ୍ୱାମୀ। ଏନେଇ କୁମାର ଶ୍ୱାମୀ…
Read More...